କେନ୍ଦୁଝରରେ ଗାଡି ଉପରକୁ ଆକ୍ରମଣ ଘଟଣାରେ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି : ଆକ୍ରମଣ ପଛରେ ବିଜେପି ଯୁବ ମୋର୍ଚ୍ଚାର ହାତ ଥିବା ଅଭିଯୋଗ କଲେ ନିରଂଜନ; ବିଜେପି କହିଲା, ରାଜନୀତିକରଣ କରୁଛନ୍ତି ନିରଂଜନ, ସେପଟେ ଜଣକୁ ଅଟକ ରଖି ପୁଲିସର ପଚରାଉଚରା

9