କେଉଁଠି ପ୍ରଥମେ ଚିହ୍ନଟ ହୋଇଥିଲା ଓମିକ୍ରନ ଭାରିଆଂଟ : କରୋନାର ଏହି ନୂଆ ଭୂତାଣୁକୁ ନେଇ ଆରମ୍ଭ ହେଲା ବିବାଦ, ଦକ୍ଷିଣ ଆଫ୍ରିକାରେ ଚିହ୍ନଟର ୧୧ ଦିନ ପୂର୍ବରୁ ପଶ୍ଚିମ ୟୁରୋପରେ ମାମଲା ସାମ୍ନାକୁ ଆସିଥିବା ସୂଚନା; ସେପଟେ ମହାରାଷ୍ଟ୍ରରେ ପଜିଟିଭ ଜାରି ହେଲା କଟକଣା

15