କାବୁଲରୁ ଫେରି ତାଲିବାନୀଙ୍କ ନିର୍ଯାତନାର କାହାଣୀ କହିଲେ ଆଫଗାନିସ୍ତାନର ସାଂସଦ । କାନ୍ଦି କାନ୍ଦି କହିଲେ ଶେଷ ହୋଇଗଲା ୨୦ ବର୍ଷ ଧରି ନିଜ ହାତରେ ତିଆରି କରିଥିବା ସବୁକିଛି । ୧୬୮ ଯାତ୍ରୀଙ୍କୁ ନେଇ ଭାରତ ଫେରିଲା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ।

11