କରୋନା ସମୟରେ ରାଜ୍ୟକୁ ଫେରିଥିଲେ କେତେ ପ୍ରବାସୀ ଶ୍ରମିକ : ବିଧାୟକ ସୌରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତର ରଖିଲେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ୧୦ଲକ୍ଷ ୭ ହଜାର ୩୩୦ଶ୍ରମିକ ବାହାର ରାଜ୍ୟରୁ ଆସିଥିଲେ ଓଡ଼ିଶା; ବିପତି ବେଳେ ବିକଳ୍ପ ରୋଜଗାର ଯୋଗାଇ ଦେଇଥିଲେ ସରକାର

10