କରୋନା ଟିକା ପାଇଁ ରାତି ଅନିଦ୍ରା : ସୁନ୍ଦରଗଡ଼ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଟୋକନ୍ ପାଇଁ ରାତି ଗୋଟାଏରୁ ଭିଡ଼ ଜମାଉଛନ୍ତି ଲୋକେ; ଟିକା କେନ୍ଦ୍ରକୁ କେତେ ଟିକା ଆସୁଛି ସୂଚନା ନମିଳିବାରୁ ଦ୍ୱନ୍ଦରେ ପଡ଼ୁଛନ୍ତି ସ୍ଥାନୀୟ ବାସିନ୍ଦା

16