କରୋନା ଟିକାର ମିଶ୍ର ବ୍ୟବହାର ନେଇ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର : ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଲା ଟିକାକରଣ ସମ୍ପର୍କିତ ପରାମର୍ଶ ଦାତା କମିଟି; ଅନୁମତି ମିଳିଲେ ଦୁଇଟି ଡୋଜରେ ଯେକୌଣସି ଟିକା ନେଇପାରିବେ ଲୋକ

12