କରୋନା କରୁଛି କଲବଲ : ବେଙ୍ଗଲୁରୁ ଜିଗିନିରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଛଟପଟ ହେଉଛନ୍ତି ଭଦ୍ରକ ତୁମ୍ଭାପଦି ଗାଁର କାର୍ତିକ ପାତ୍ର, ପ୍ରବାସୀୀ ଓଡ଼ିଆ ହୋଇଥିବାରୁ ଚିକିତ୍ସା ମିଳୁନଥିବା ଅଭିଯୋଗ; ପ୍ରଶାସନର ହସ୍ତକ୍ଷେପ ପାଇଁ ଦାବି କଲେ ପରିବାର

9