କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଲା ଗଂଜାମର ପ୍ରସିଦ୍ଧ ଦଣ୍ଡଯାତ୍ରା : ହେବ ନାହିଁ ସାଂସ୍କୃତିକ କାର୍ଯ୍ୟକ୍ରମ, ୨ଶହ ଲୋକଙ୍କୁ ନେଇ ଅନୁଷ୍ଠିତ ହେବ ପାରମ୍ପରିକ ଦଣ୍ଡନାଚ; କେବଳ ଦିନ ବେଳା ସମ୍ପନ୍ନ ହେବ ପୂଜାବିଧି

8