କରୋନା ଆକ୍ରାନ୍ତ ଶିଶୁଙ୍କ ପାଇଁ ହସ୍ପିଟାଲ ବେଡ ସଂଖ୍ୟାର ତଥ୍ୟ । ଆଇସିୟୁ ବେଡରେ ୨ କରୋନା ଆକ୍ରାନ୍ତ ଶିଶୁ ଚିକିତ୍ସିତ । ପିଲାଙ୍କ ପାଇଁ ପ୍ରସ୍ତୁତ ୬୬୪ ଆଇସିୟୁ ବେଡ୍, ୧୭୯ ଭେଣ୍ଟିଲେଟର ମହଜୁଦ । ଜେନେରାଲ ବେଡରେ ୧୩ କରୋନା ଆକ୍ରାନ୍ତ ଶିଶୁ ଚିକିତ୍ସିତ । ବେଡସଂଖ୍ୟା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

17