କମିଶନରେଟ୍ ପୋଲିସ ସ୍ତରରେ ବଡଧରଣର ଅଦଳବଦଳ । ଏଏସଆଇ ଓ ଏସଆଇ ସ୍ତରରେ ଅଦଳବଦଳ । ୬୦ଅଧିକାରୀଙ୍କୁ ରାଜଧାନୀର ବିଭିନ୍ନ ସ୍ଥାନକୁ ଅଦଳବଦଳ କଲେ ଡିସିପି । ଦୀର୍ଘଦିନ ଧରି ବିଭିନ୍ନ ଥାନାରେ ଏକାଧିକ ଦିନ ରହିଥିଲେ ପୋଲିସ ଅଧିକାରୀ ।

13