କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପଦକ୍ଷେପ : ନୟାପଲ୍ଲୀରେ ଥିବା ମ୍ୟାନ ହୋଲର ହେଲା ମରାମତି, ଲୋକେ ଅଭିଯୋଗ କରିଥିଲେ ବି ହୋଇନଥିଲା କାମ; ସେପଟେ ବିଏମସି କମିଶନର କହିଲେ ଜଳବନ୍ଦୀ ସ୍ଥାନ ଚିହ୍ନଟ, ଖୁବ ଶୀଘ୍ର ହେବ ସମାଧାନ

16