କଟକ, ଭୁବନେଶ୍ୱର ପରେ ସମ୍ବଲପୁରରେ ଧରା ପଡିଲା ନକଲି ସାମଗ୍ରୀର ବେପାର । ସମ୍ବଲପୁର ମୁଙ୍ଗାପଡାରୁ ନକଲି ସର୍ଫ କାରଖାନା ଠାବ । ଜବତ ହେଲା ୨୫ ହଜାର ପ୍ୟାକେଟ ନକଲି ପାଉଡର । By smruti sangita giri On Jan 17, 2021 - 10:00 AM 7 Share 7 Share FacebookTwitterGoogle+WhatsAppTelegramEmailPrint