କଟକ ଭୁବନେଶ୍ୱରରେ ଶହେରୁ ତଳକୁ ଖସୁନି ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ଅଧିକ ଯାତାୟତ କାରଣରୁ ବଢୁଛି ସଂଖ୍ୟା, ଟିକା ନେଇଥିଲେ ବି ସତର୍କ ରହିବାକୁ ଦେଲେ ପରାମର୍ଶ; କହିଲେ, ପାଖ ଲୋକ ହୋଇଥାଇପାରନ୍ତି କରୋନା ବାହାକ

7