କଟକରେ ପୁଣି ଏକ ଘରୋଇ ସ୍କୁଲ ହଷ୍ଟେଲରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ : ମନ୍ତ୍ରୀ ସମୀର ଦାଶ କହିଲେ ଏଯାଏଁ ସରକାରୀ ସ୍କୁଲ, କଲେଜ ହଷ୍ଟେଲରୁ ଚିହ୍ନଟ ହୋଇନାହାନ୍ତି କରୋନା ଆକ୍ରାନ୍ତ; ନିୟନ୍ତ୍ରଣ ପାଇଁ ନିଆଯାଉଛି ପଦକ୍ଷେପ

8