କଟକରେ କାୟା ମେଲାଇଛି ନକଲି ସାମଗ୍ରୀ । ନକଲି ଘିଅ କାରବାର ଅଭିଯୋଗରେ, ସୁବାସ ଘିଅ ମାଲିକ ସୁବାସ ମଲି୍ଲକ୍ ଗିରଫ । ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ । ସେପଟେ ମର୍କତନଗର ଅଂଚଳରେ ନକଲି ଘିଅ କାରଖାନା ଉପରେ ଚଢଉ ।

9