କଟକରେ ଆଜିଠାରୁ ହେବ କରୋନାର ଆଂଟିଜେନ ଟେଷ୍ଟ : ନାଜାଲ ସ୍ୱାବକୁ କରାଯିବ ପରୀକ୍ଷା ; ଅଧଘଂଟାରେ ଜଣାପଡିବ କୋଭିଡ୍ ଷ୍ଟାଟସ; ରୋଗୀ କରୋନା ସଂକ୍ରମିତ ହୋଇଛି କି ନାହିଁ ସେ ସମ୍ପର୍କରେ ମିଳିପାରିବ ପ୍ରାଥମିକ ରିପୋର୍ଟ

7