ଓମିକ୍ରନ ରିସ୍କ ଦେଶରୁ ଓଡିଶା ଫେରିଲେଣି ୩୮୦ ଜଣ : ୨୮ ତାରିଖ ସୁଦ୍ଧା ୨୨୪ ଜଣ, ୨୯ରେ ଆସିଛନ୍ତି ୧୫୬ ଜଣ, ଜିଲ୍ଲାପ୍ରଶାସନକୁ ଦିଆଗଲା ବିଦେଶ ଫେରନ୍ତାଙ୍କ ତଥ୍ୟ; ନେଗେଟିଭ୍ ଥିଲେ ବି ୭ ଦିନ ସଂଗରୋଧରେ ରହିବାକୁ ନିର୍ଦ୍ଦେଶ

14