ଓଡିଶା ବନ୍ଦ ବେଳେ କାହିଁକି ବାହାରିଛ କହି ଯୁବତୀଙ୍କୁ ଘେରିଲେ ଆନ୍ଦୋଳନକାରୀ : ମୁକାବିଲା କଲେ ଯୁବତୀ, କହିଲେ ଭୁବନେଶ୍ୱର ଏମ୍ସରେ କରୁଛନ୍ତି ଚାକିରୀ; ବାପା ସେକ୍ରେଟାରିଏଟରେ କ୍ଲାସ ୱାନ ଅଫିସର କହି ଦେଲେ ଧମକ, କଥା କଟାକଟି ବେଳେ ଛଡାଇଲା ପୁଲିସ

8