ଏୟାର ଇଣ୍ଡିଆର ନୂଆ ମାଲିକ ହେଲା ଟାଟାଗ୍ରୁପ୍ : ନିଲାମକୁ କେନ୍ଦ୍ର ସରକାରର ମଞ୍ଜୁରି, ୬୮ ବର୍ଷ ପୂର୍ବରୁ ଟାଟା ଏୟାରଲାଇନ୍ସ ନାଁରେ ଏହାକୁ ଆରମ୍ଭ କରିଥିଲେ ଜେଆରଡି ଟାଟା

14