ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା : ପୁଣି ଥରେ ବିଦ୍ୟାଭାରତୀଙ୍କୁ ଜେରା କରିବ ପୋଲିସ; କନକ ନ୍ୟୁଜ୍କୁ ସୂଚନା ଦେଲେ ଗଜପତି ଏସପି ତପନ ପଟ୍ଟନାୟକ, କହିଲେ ଘଟଣାସ୍ଥଳରୁ ମିଳିଥିବା ଡାଏରୀ ଆଧାରରେ ଚାଲିଛି ତଦନ୍ତ, ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ, ଖୁବଶୀଘ୍ର ପୂରା ମାମଲାରୁ ହଟିବ ପରଦା

12