ଉଭୟ ଦେଶ ଓ ରାଜ୍ୟରେ ତଳମୁହାଁ କରୋନା ମିଟର : ଦେଶରେ ଗୋଟିଏ ଦିନରେ ୧ ଲକ୍ଷ ୩୨ ହଜାର ୭୮୮ ଆକ୍ରାନ୍ତ, ୩ ହଜାର ୨୦୭ ମୃତ; ରାଜ୍ୟରେ କମୁଛି ପଜିଟିଭ ହାର, ବଢୁଛି ମୃତ୍ୟୁ, ଗତ ୨୪ ଘଂଟାରେ ୮ ହଜାର ୩୯୯ ଆକ୍ରାନ୍ତ, ୪୦ ଜଣଙ୍କ ମୃତ୍ୟୁ By Rituparna Routray On Jun 2, 2021 - 1:55 PM 7 Share 7 Share FacebookTwitterGoogle+WhatsAppTelegramEmailPrint