ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡିଶା ଉପକୂଳ ମୁହାଁ ବାତ୍ୟା ‘ଗୁଲାବ’ । ଗୋପାଳପୁର ଠାରୁ ୧୮୦ କିମି, କଳିଙ୍ଗପଟ୍ଟନମରୁ ୨୪୦ କିମି ଦୂରରେ ବାତ୍ୟା । ଗତ ୬ଘଣ୍ଟାରେ ବେଗ ରହିଛି ଘଣ୍ଟାପ୍ରତି ୧୭କିମି । ମଧ୍ୟରାତ୍ର ସୁଦ୍ଧା ଲ୍ୟାଣ୍ଡଫଲ କରିବ ।

14