ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଂଚଳରେ କେନ୍ଦ୍ରୀଭୂତ ଲଘୁଚାପ : ଆସନ୍ତା କାଲିଠୁ ବଦଳିବ ପାଗ, ଶନିବାର ଲ୍ୟାଣ୍ଡପଲ କରିପାରେ ‘ଯୱାଦ’; ୧୧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି, ଅମଳ ଧାନକୁ ନେଇ ଚିନ୍ତାରେ ଚାଷୀ

17