ଆସିଲା ମାଟ୍ରିକ ପରୀକ୍ଷା ଫଳ : ୧ ହଜାର ୧୭୦ ସ୍କୁଲରେ ସମସ୍ତେ ପାସ୍, ମାଲକାନଗିରିର ୨ ଓ ଅନୁଗୁଳର ଗୋଟିଏ ସ୍କୁଲରେ ସମସ୍ତେ ଫେଲ; ୧୧ରୁ ହେବ ଖାତା ରିଚେକିଂ, ଜୁଲାଇ ୧୧ରୁ ୨୫ତାରିଖ ଭିତରେ ଅନଲାଇନରେ କରିବେ ଆବେଦନ

15