ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ଫଳାଫଳ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା, ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ସକାଳ ୮ଟାରୁ ଆରମ୍ଭ ହେବ କାଉଂଟିଂ; ୧୪ଟି ଟେବୁଲରେ ହେବ ୨୪ରାଉଣ୍ଡ ଗଣତି, ଷ୍ଟଙ୍ଗ୍ରରୁମରେ ସୁରକ୍ଷା ବ୍ୟବସ୍ଥା କଡାକଡି

12