ଆସନ୍ତାକାଲିଠୁ ଭୁବନେଶ୍ୱରରେ ଦିବ୍ୟାଙ୍ଗଙ୍କ ପାଇଁ ନିଯୁକ୍ତି ମେଳା : ଜାତୀୟ କ୍ୟାରିୟର ସେବାକେନ୍ଦ୍ର ପକ୍ଷରୁ କରାଯାଉଛି ଆୟୋଜନ; ପ୍ରଡକ୍ଟ ମାର୍କେଟିଂ, ସେଲ୍ଫ, ସୁପରଭିଜନ କ୍ଷେତ୍ରରେ ଖାଲିଥିବା ୧୫୫ଟି ପଦବୀ ପାଇଁ ସମ୍ମିଳନୀ

15