ଆନ୍ଧ୍ର ପ୍ରଦେଶରେ ବାଙ୍କିର ନାବାଳିକାକୁ ଅଟକି ରଖିଛି ଦଲାଲ : ଝିଅକୁ ଫେରାଇବା ପାଇଁ ଦାବି କରୁଛି ୫୦ହଜାର ଟଙ୍କା, ପୋଲିସର ଦ୍ୱାରସ୍ଥ ହେଲେ ପରିବାର ଲୋକେ; ସାଙ୍ଗରେ ଯାଇଥିବା ସାଥୀ ଖସିଆସିବା ପରେ ସାମ୍ନା ଆସିଛି ଦଲାଲର ଦାଦାଗିରି

6