ଆଜି ବି ଦେଶରେ ବଢିଲା, ରାଜ୍ୟରେ କମିଲା କରୋନା ସଂକ୍ରମଣ : ଦେଶରେ ସାଢେ ତିନି ଲକ୍ଷ ପାଖାପାଖି ଦୈନିକ ସଂକ୍ରମଣ, ୨୦ ଲକ୍ଷ ପାର କଲା ସକ୍ରିୟ ମାମଲା; ଏପଟେ ରାଜ୍ୟରେ ୨୪ ଘଂଟାରେ ୧୦ ହଜାରରୁ କମ୍ ଆକ୍ରାନ୍ତ, ସକ୍ରିୟ ମାମଲା ୮୯ ହଜାର ପାର

12