ଆଜିଠାରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗଳୁରୁକୁ ଉଡ଼ିଲା ବିମାନ : ମୁମ୍ବାଇରୁ ପ୍ରଥମ ବିମାନ ୭୩ ଜଣ ଯାତ୍ରୀଙ୍କୁ ଧରି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ କଲା ଅବତରଣ; ଝାରସୁଗୁଡାର ବେଙ୍ଗଲୁରୁକୁ ଯିବେ ୧୦୫ ଯାତ୍ରୀ

6