ଆକାଶ ଛୁଆଁ ହେଲାଣି ସୁନା ଦର : ୧୦ ଗ୍ରାମକୁ ୬୦ ହଜାର ପାର, ପୁରୁଣା ସୁନା ବିକ୍ରି କରୁଛନ୍ତି ଲୋକେ; ଗତବର୍ଷ ତୁଳନାରେ ୨୫ ପ୍ରତିଶତ ବୃଦ୍ଧି; ବିଶେଷଜ୍ଞ କହିଲେ, ଫେବୃଆରୀ ଓ ମାର୍ଚ୍ଚରେ ମାନ୍ଦା ରହିଥାଏ ବ୍ୟବସାୟ

6