ଅଲିମ୍ପିକ୍ସରେ ବ୍ରୋଂଜ ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ଓଡ଼ିଆ ଖେଳାଳି ଅମିତ ରୋହିଦାସ : କହିଲେ, ୪୧ବର୍ଷ ପରେ ପଦକ ଜିତିବା ଗୌରବର କଥା; ଆଗକୁ ଭଲ ଖେଳିବା ପାଇଁ ପ୍ରେରଣା ଦେବ ଟୋକିଓ ମେଡାଲ, ଦିବଙ୍ଗତ ବାପାଙ୍କୁ ଉତ୍ସର୍ଗ କଲେ ପଦକ

9