ଅଭାବି ବିକ୍ରି ପ୍ରତିବାଦରେ ରାସ୍ତାରେ ପରିବା ଢ଼ାଳି ପ୍ରତିବାଦ : ବରଗଡ଼ ସୋହେଲା ଦଶମାଇଲ ଛକରେ ରାସ୍ତାରେ ପରିବା ଢ଼ାଳିଲେ ଚାଷୀ; କହିଲେ, ଶୀତଳ ଭଣ୍ଡାର ନଥିବାରୁ ନଷ୍ଟ ହେଉଛି ପରିବା, ମିଳୁନି ଉଚିତ ମୂଲ୍ୟ By Rituparna Routray On Sep 8, 2021 - 1:44 PM 13 Share 13 Share FacebookTwitterGoogle+WhatsAppTelegramEmailPrint