ଅପରାହ୍ନ ୪ ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ : କୋଭିଡ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଚାଲିଛି ଗୁରୁତ୍ୱପୁର୍ଣ୍ଣ ବୈଠକ; କରୋନା ସଂକ୍ରମଣ ରୋକିବାକୁ କୋଭିଡ ନିୟମ ପାଳିବାକୁ କହିପାରନ୍ତି ମୁଖ୍ୟମନ୍ତ୍ରୀ

7