କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗା ଦେଇ ଯାଇଥିବା ଜଗତପୁର ପଟ୍ଟାମୁଣ୍ଡାଇ କେନାଲର ତ୍ରିବେଣୀଶ୍ୱରରେ ୬୦ଫୁଟର ଘାଇ ବଡ ଘାଇ ସୃଷ୍ଟି ହୋଇଛି । ଫଳରେ ଭେଡା କୁଆଁପାଳ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଘାଇ ସୃଷ୍ଟି ହେବାରୁ ଘର ଓ ଦୋକାନ ଏଥିରେ ଭାସିଯାଇଛି । ତେବେ ତୁରନ୍ତ ପାଣି ରୋକିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ବନ୍ଧ ଭାଙ୍ଗି ବିରୂପା ନଦୀରେ ପାଣି ପଶୁଛି ।
ସାଲେପୁର ତ୍ରିବେଣୀଶ୍ୱରରେ ପଟ୍ଟାମୁଣ୍ଡାଇ କେନାଲରେ ୬୦ ଫୁଟର ଘାଇ । ଭେଡା କୁଆଁପାଳ ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ
/kanak/media/post_attachments/wp-content/uploads/2022/10/9-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)