ଘନ କୁହୁଡିରେ ମଝି ଚିଲିକାରେ ଫସିଲା ଡଙ୍ଗା । ଡଙ୍ଗାରେ ଫଶିଛନ୍ତି ୨୫ରୁ ଅଧିକ ଶ୍ରଦ୍ଧାଳୁ

147

କନକ ବ୍ୟୁରୋ: ଘନକୁହୁଡିରେ ଚିଲିକା ମଝିରେ ଫଶିଲା ଡଙ୍ଗା । ୨୫ରୁ ଅଧିକ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିଲା ଡଙ୍ଗା । ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ମଧ୍ୟ ମଝି ଚିଲିକାରେ ଫଶିଥିବା ସୂଚନା । ଓଡ୍ରାଫ୍ ଟିମରେ ୮ଜଣ ସଦସ୍ୟ ଚିଲିକା ମଝିରେ ଫଶିଥିବା ଜଣାପଡିଛି ।