କନକ ବ୍ୟୁରୋ:  ହୁୁତୁ ହୁତୁ ହୋଇ ଜଳିଗଲା ବିଏମସି ଗାଡ଼ି । ରାଜଧାନୀର ନୟାପଲ୍ଲୀରେ ବିଏମସି ସଫେଇ ଗାଡ଼ିରେ ନିଆ ଲାଗି ଯାଇଥିଲା । ରାସ୍ତା ସଫା କରୁଥିବା ବେଳେ ହଠାତ୍ ନିଆଯାଇଥିଲା । ଗାଡ଼ିରେ ନିଆଁ ଲାଗିଯାଇଥିବା ଦେଖି ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ଦୌଡ଼ିଥିଲେ । ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।

Advertisment