ବିଜେଡିର ଚାଉଳ ମାର୍ଚ୍ଚ

ଚାଉଳ ଚିଠି କେବେ?

ଲଗାତାର ୪ର୍ଥ ଦିନରେ ମଧ୍ୟ ବିଧାନସଭାରେ ଚିଟଫଣ୍ଡ ତାତି ଦେଖିବାକୁ ମିଳିଥିଲା । ଏହି ତାତିରେ ବିଧାନସଭା ଗୋଟେ ପ୍ରକାର ଅଚଳ ହୋଇପଡିଛି  । ଜଷ୍ଟିସ ଏମ୍ ଏମ୍ ଦାସ ଓ ପଜେରୋ ପ୍ରସଙ୍ଗରେ ଲଗାତାର ଭାବରେ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ତେବେ ବିରୋଧୀଙ୍କୁ ମାତ୍ ଦେବା ପାଇଁ ଏକ ନୂଆ ଇସ୍ୟୁ ବାହାର କରିଛି ବିଜେଡି  । କେନ୍ଦ୍ରୀୟ ଅବହେଳାର କଥା କହି ସମ୍ନାକୁ ଆଣିଛି ଗହମ ରାଜନୀତି  । ତେବେ କଣ ସେହି ରାଜନୀତିର ଗହମ କଥା ଅଧିକ ଜାଣିବା ପାଇଁ ଦେଖନ୍ତୁ ଆଜିର ବିଗ୍ ଡିବେଟ୍ :-


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe