ସକାଳ ଛଅରୁ ସନ୍ଧ୍ୟା ଛଅ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି କଂଗ୍ରେସର ବନ୍ଦ ଡାକରାରେ ଓଡିଶା ଏକରକମ ଠପ ହୋଇଯାଇଥିଲା। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଏହି ବନ୍ଦ ରାଜନୀତିରୁ କିଏ କଣ ପାଇଲା ଏହାକୁ ନେଇ ଏବେ ଚିନ୍ତା କରିବାର ବିଷୟ ଆସିଛି । ମହାନଦୀର ପାଣିର ପ୍ରବାହକୁ ପୁଣିଥରେ କଣ କଂଗ୍ରେସ ସ୍ୱାଭାବିକ କରିପାରିବ କି ଓ ଛତିଶଗଡ ଯେଉଁ ବ୍ୟାରେଜ ନିର୍ମାଣ କରିଛି ତାକୁ ଭାଙ୍ଗିଦେଇପାରିବ କି? ଏହା କେବଳ ଏକ ମାଧ୍ୟମ ରାଜ୍ୟ ସରକାରଙ୍କୁ ଚେତାଇଦେବା ପାଇଁ ଏବଂ ତୁରନ୍ତ ରାଜ୍ୟ ସରକାର ଛତିଶଗଡ ସରକାରଙ୍କ ସହିତ ମିଶି ଏହାର ସମାଧାନର ବାଟ ବାହାର କରନ୍ତୁ । ଏହି ତମାମ ପ୍ରସଙ୍ଗ ଉପରେ ଦେଖନ୍ତୁ ଆଜିର ବିଗ୍ ଡିବେଟ୍ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us