ବିରୋଧୀଙ୍କ ଚିଟଫଣ୍ଡ ଚକ୍ରବ୍ୟୁହ

ବିରୋଧୀଙ୍କ ଚିଟଫଣ୍ଡ ଚକ୍ରବ୍ୟୁହ

ଚିଟଫଣ୍ଡକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ହଙ୍ଗାମା । ଚିଟଫଣ୍ଡକୁ ନେଇ ବର୍ତମାନ ଦୁଇଟି ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ  । ଗୋଟିଏ ହେଉଛି ବିବାଦୀୟ ବୟାନ ଦେଇଥିବା ଜଷ୍ଟିସ୍ ଏମ୍ ଏମ୍ ଦାସଙ୍କ ବହିଷ୍କାର ଓ ଅନ୍ୟଟି ପାଜେରୋ ପ୍ରସଙ୍ଗ । ଆଉ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି ବିରୋଧୀ କଂଗ୍ରେସ୍ ଓ ବିଜେପି । ଆଉ ଉଭୟ ଗୃହ ବାହାରେ ଓ ଭିତରେ ଚକ୍ରବ୍ୟୁହ ସୃଷ୍ଟି କରିଛନ୍ତି ସରକାରଙ୍କ ପାଇଁ । ଫଳରେ ବାରମ୍ବାର ମୂଲତବୀ ହେବା ସହ ଅଚଳ ହୋଇପଡିଛି ବିଧାନସଭା । ତେବେ ଏନେଇ ଅଧିକ ଆଲୋଚନା କରିବା ଆଜିର ବିଗ୍ ଡିବେଟରେ ଯାହାର ବିଷୟବସ୍ତୁ ରହିଛି ବିରୋଧୀଙ୍କ ଚିଟଫଣ୍ଡ ଚକ୍ରବ୍ୟୁହ :-


ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe