ଅପରାଜିତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ । ସାଇବର ଥାନାରେ ମାମଲା ରୁଜୁ ।

161

କନକ ବ୍ୟୁରୋ: ସାଂସଦଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କର ଫେସବୁକକୁ ଦୁର୍ବୃତ୍ତ ହ୍ୟାକ କରିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ମାମଲା ରୁଜୁ ହୋଇଛି । କେହି ତାଙ୍କ ଆକାଉଣ୍ଟ ହ୍ୟାକ କରିଥିବା ନେଇ ମାମଲା ରୁଜୁ ହୋଇଛି । ପୂର୍ବରୁ ସାଂସଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ହ୍ୟାକ ହୋଇଥିଲା ।