ବିବାହ ପାଇଁ କମେଡି ଶୋକୁ ଅଲବିଦା କହିଲେ ଭାରତୀ!

ବିବାହ ପାଇଁ କମେଡି ଶୋକୁ ଅଲବିଦା କହିଲେ ଭାରତୀ!

ଦର୍ଶକ ଆଉ ଦେଖିବାକୁ ପାଇବେନି କ୍ରିଷ୍ଣା ଓ ଭାରତୀଙ୍କ ଯୋଡି। ଶୁଣିବାକୁ ମିଳୁଛି କମେଡି ଶୋ “କମେଡି ନାଇଟସ୍ ବଚାଓ” ରେ ଏହି ଦୁହିଁଙ୍କ ସ୍ଥାନରେ ମୋନା ସିଂହଙ୍କୁ ଦେଖିବାକୁ ମିଳିବ। ତେବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଭାରତୀ ନିଜ ଜୀବନସାଥୀ ତଥା “କମେଡି ନାଇଟସ୍ ବଚାଓ”ର ଲେଖକ ହର୍ଷଙ୍କୁ ବିବାହ ପାଇଁ ଏହି ଶୋକୁ ବାଏ ବାଏ କହିଛନ୍ତି । ଏହି ବର୍ଷ ଶେଷ ବେଳକୁ ଭାରତୀଙ୍କର ବିବାହ ହେବାକୁ ଯାଉଛି । ନିର୍ବନ୍ଧ ସରିଥିବାବେଳେ ଏବେ ଭାରତୀ ନିଜ ବିବାହକୁ ନେଇ ଚିନ୍ତିତ । ବିବାହକୁ ଆଉ କିଛିମାସ ବାକିଥିବାରୁ ସେ ଶୋ ଛାଡିଥିବା ନେଇ ତାଙ୍କର ପ୍ରଶଂସକମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe