ରିଲିଜ୍ ହୋଇଛି ରଣବୀର ସିଂ ଓ ବାଣୀ କପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଫିକ୍ରେ’ର ଟ୍ରେଲର୍ । ଟ୍ରେଲରରେ ଦେଖିବାକୁ ମିଳିଛି ଉଭୟଙ୍କ ଜବରଦସ୍ତ ଲଭ୍ ସିନ୍ । ଆଦିତ୍ୟ ଚୋପ୍ରାଙ୍କ ନିର୍ଦେଶିତ ଏହି ଫିଲ୍ମରେ ରହିଛି ରୋମାନ୍ସର ଭରପୁର ତଡକା । ଯାହା ଯୁବ ପିଢିଙ୍କୁ ପସନ୍ଦ ଆସିବ । ଏହା ପୂର୍ବରୁ ଫିଲ୍ମର ଏକ ଗୀତ ରିଲିଜ୍ ହୋଇଥିଲା ଯେଉଁଥିରେ ଥିଲା ୨୫ଟି କିସିଂ ସିନ୍ । ୟଶ୍ ରାଜ୍ ଫିଲ୍ମସ ବ୍ୟାନରରେ ତିଆରି ଏହି ଫିଲ୍ମଟି ଡିସେମ୍ବର ୯ ରେ ଫ୍ଲୋରକୁ ଆସିବ ।
ଏହା ସହ ଦେଖନ୍ତୁ ଚର୍ଚ୍ଚାରେ ଫିଲ୍ମ ‘ଇସ୍କ ଜୁନୁନ୍’ର ବୋଲ୍ଡ ସିନ୍ : ୫୩ ଲକ୍ଷ ଟପିଲା ଟ୍ରେଲରର ଦର୍ଶକଙ୍କ ସଂଖ୍ୟା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Ranveer-Singh-Vaani-Kapoor-Befikre.jpg)