ରେଶମୀ ଭଏସ୍ ସହ ମତୁଆଲା ଡ୍ୟାନ୍ସ ! ରିଲିଜ୍ ହେଲା ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ

ଫ୍ରାଇଡେ ରିଲିଜ୍‌ରେ ପରଦାକୁ ଆସିଲା ‘ବେଫିକ୍ରେ’

ରିଲିଜ୍ ହୋଇଛି ଅରିଜିତଙ୍କ କଣ୍ଠରେ ଫିଲ୍ମ ‘ବେଫିକ୍ରେ’ର ନୂଆ ମେଲୋଡିୟସ୍ ଗୀତ ‘ନଶେ ସି ଚଢ ଗୟି’ । ଗୀତରେ ଦେଖିବାକୁ ମିଳିଛି ରଣବୀର ସିଂ ଓ ବାଣୀ କପୁରଙ୍କ କିଛି କ୍ରେଜି ଡ୍ୟାନ୍ସ ମୁଭ୍ । ଯାହା ଅରିଜିତଙ୍କ ରେଶମୀ ଭଏସ୍ ସହ ମିଶି ଗୀତକୁ କରିଛି ମତୁଆଲା ।

କିଛି ଦିନ ରିଲିଜ୍ ହୋଇଥିଲା ‘ବେଫିକ୍ରେ’ର ଟ୍ରେଲର୍ । ଆଉ ଟ୍ରେଲରେ ଦେଖିବାକୁ ମିଳିଥିଲା ରଣବୀର ଓ ବାଣୀଙ୍କ ଜବରଦସ୍ତ ରୋମାନ୍ସ ସହ ବୋଲ୍ଡ ସିନ୍ । ଯାହାକୁ ୟୁଟ୍ୟୁବରେ ୨କୋଟିରୁ ଅଧିକ ଦର୍ଶକ ଦେଖି ସାରିଛନ୍ତି । ଫିଲ୍ମଟି ଡିସେମ୍ବର ୯ରେ ରିଲିଜ୍ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe