ଭୁବନେଶ୍ୱର : ସିକ୍ୟୁରିଟି ଗାର୍ଡ ଗୁଳିରେ ଆହତ ହେଲେ ଜଣେ ବ୍ୟାଙ୍କ କର୍ମଚାରୀ

19

କନକ ବ୍ୟୁରୋ : ବ୍ୟାଙ୍କରେ ଗୁଳିମାଡ । ସିକ୍ୟୁରିଟି ଗାର୍ଡ ଗୁଳିରେ ଆହତ ହୋଇଛନ୍ତି ଜଣେ ବ୍ୟାଙ୍କ କର୍ମଚାରୀ । ଭୁବନେଶ୍ୱର ଗଣ୍ଡମୁଣ୍ଡା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଏଭଳି ଅଘଟଣ ଘଟିଛି । ଅସାବଧାନତା ଯୋଗୁଁ ଏଭଳି ଗୁଳିକାଣ୍ଡ ଘଟିଛି । ଆହତ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଘରୋଇ ଡାକ୍ତରାନାରେ ଭର୍ତ୍ତି କରାଯାଇଛି ।