ରିଲିଜ୍ ହେଲା ‘ବାହୁବଲୀ-ଦ କନକ୍ଲୁଜନ’ର ନୂତନ ପୋଷ୍ଟର

ରିଲିଜ୍ ହେଲା ‘ବାହୁବଲୀ-ଦ କନକ୍ଲୁଜନ’ର ନୂତନ ପୋଷ୍ଟର

ଗଣତନ୍ତ୍ର ଦିବସ ଉପଲକ୍ଷେ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ । ବହୁପ୍ରତିକ୍ଷୀତ ‘ବାହୁବଲୀ-ଦ କନକ୍ଲୁଜନ’ର ନୂଆ ପୋଷ୍ଟର ରିଲିଜ କରା ଯାଇଛି । ଏଇ ପୋଷ୍ଟରରେ ବାହୁବଲୀ ଦେବସେନାଙ୍କ ସହ ଧନୁ-ତୀର ଧରି ପୋଜ ଦେଇଥିବାର ଦେଖାଯାଇଛି । ଏଇ ସିନେମାର ନିର୍ଦ୍ଦେଶକ ଏସଏସ ରାଜମୌଲି ଟ୍ୱିଟର ଜରିଆରେ ପୋଷ୍ଟରକୁ ଶେୟାର କରିଛନ୍ତି । ଏଇ ସିନେମା ଆସନ୍ତା ୨୮ ଏପ୍ରିଲ ୨୦୧୭ରେ ରିଲିଜ ହେବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe