‘ ସରକାର ୩ ’ ସୁଟିଂ ସେଟରେ ଅଚାନକ ପହଁଚିଲେ ଏସ୍ ଏସ୍ ରାଜାମୈାଲୀ

‘ ସରକାର ୩ ’ ସୁଟିଂ ସେଟରେ ଅଚାନକ ପହଁଚିଲେ ଏସ୍ ଏସ୍ ରାଜାମୈାଲୀ

source-http://media2.intoday.in/

amitabh-bachchan-to-feature-in-telugu-movie-rythuବଲିଉଡ ଅଭିନେତା ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ ‘ସରକାର ୩’ର ସୁଟିଂ ଚାଲିଛି । ଏହାକୁ ନିର୍ଦେଶନା ଦେଉଛନ୍ତି ରାମ ଗୋପାଳ ବର୍ମା । ଏହି ଫିଲ୍ମର ସୁଟିଂ ସେଟରେ ଏବେ ଦିନେ ଅଚାନକ ପହଁଚିଥିଲେ ବାହୁବଳୀ ନିର୍ଦେଶକ ଏସ୍ ଏସ୍ ରାଜାମୈାଲୀ ।

3ଏହା ଅମିତାଭଙ୍କୁ ଯେତିକି ଖୁସି ଲାଗିଥିଲା । ସେତିକି ଆଶ୍ଚର୍ଯ୍ୟ ମନେହୋଇଥିଲା । ବିଗ୍ ବି ଏହି ଅଭିଜ୍ଞ ନିର୍ଦେଶକଙ୍କ ସହ କିଛି କ୍ଷଣ ବିତେଇଥିଲେ । ଭେଟାଭେଟିର ଏହି ମଧୁର କ୍ଷଣକୁ ନିଜ ଟ୍ୱିଟରରେ ସେୟାର କରିଛନ୍ତି ଅମିତାଭ । ରାଜାମୈାଲୀଙ୍କ ନମ୍ରତାର ଖୁବ୍ ପ୍ରଶଂସା କରିଛନ୍ତି ବିଗ୍ ବି ଅମିତାଭ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe