ସିନେ ଦର୍ଶକଙ୍କ ପାଇଁ ଖୁସିର ଖବର । କାରଣ ବଲିଉଡ କିଙ୍ଗଖାନ ଶାହାରୁଖଙ୍କ ଆଗାମୀ ସିନେମା ‘ରଇଜ’ ର ରିଲିଜ ତାରିଖରେ ଆସିବ ‘ବାହୁବଲୀ-୨’ର ପ୍ରଥମ ଝଲକ । ଜାନୁୟାରୀ ୨୫ରେ ରଇସ ପରଦାକୁ ଆସୁଥିବାବେଳେ ଏହି ଦିନ ହିଁ ‘ବାହୁବଲୀ-୨’ର ଟିଜର ଜାରି କରାଯିବ ବୋଲି ସୂଚନା ସ୍ପଷ୍ଟ ହୋଇଛି ।
ନିକଟରେ ସିନେମାଟିର ସୁଟିଂ କାର୍ଯ୍ୟ ଶେଷ ହୋଇଛି । ତେବେ ଆସନ୍ତା ଏପ୍ରିଲ ୨୮ରେ ‘ବାହୁବଲୀ-୨’ ସିନେମାଟି ପରଦାକୁ ଆସିବ ବୋଲି ନିର୍ଦ୍ଦେଶକ ରାଜମୌଲୀ ଟୁଇଟ କରି ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/2017_1largeimg06_Jan_2017_161338569.jpg)