ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ସିନେମା ‘ଦମ ଲଗାକେ ହେଇସା’ରେ ନିଜର ଖଟ୍ଟା ମିଠା କେମେଷ୍ଟ୍ରିରେ ଦର୍ଶକଙ୍କ ମନ କିଣିଥିବା ଆୟୁଷ୍ମାନ ଖୁରାନା ଓ ଭୂମି ପେଡନେକର ପୁଣି ଥରେ ଏକାଠି ନଜର ଆସିବେ । ଉଭୟେ ‘ଶୁଭ ମଙ୍ଗଲ ସାବଧାନ’ ସିନେମାରେ ପୁଣି ଥରେ ନିଜ ଅଭିନୟର ଜଲବା ଦେଖାଇବେ ବୋଲି ଜଣାପଡିଛି । ଏଇ ସିନେମା ନେଇ ଆୟୁଷ୍ମାନ ଖୁରାନା ନିଜେ ଟ୍ୱିଟର ଜରିଆରେ ସୂଚନା ଦେଇଛନ୍ତି । ଏହି ସିନେମା ତାମିଲ ହାସ୍ୟରସାତ୍ମକ ସିନେମା ‘କଲ୍ୟାଣ ସମୟାଲ ସାଧମ’ ର ହିନ୍ଦି ରିମେକ । ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଏସ.ପ୍ରସନ୍ନା ଏବଂ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ଆୟୁଷ୍ମାନ ଖୁରାନା ଓ ଭୂମି ପେଡନେକର ।
ବଡପରଦାରେ ପୁଣି ଥରେ ଏକାଠି ନଜର ଆସିବେ ଆୟୁଷ୍ମାନ ଖୁରାନା ଓ ଭୂମି ପେଡନେକର
/kanak/media/post_attachments/wp-content/uploads/2017/01/88-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)