କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ଅବନ୍ତୀ ଦାସ । ନାଁ ଘୋଷଣା ହେବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଧାମନଗରବାସୀଙ୍କ ଉପରେ ବିଶ୍ୱାସ ଓ ଭରସା ଅଛି । ମୁଁ ବିପୁଳ ସଂଖ୍ୟାରେ ବିଜୟୀ ହେବି । ମୋତେ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ତିହିଡି ବ୍ଲକ ଅଧ୍ୟକ୍ଷା ଅଛନ୍ତି ଅବନ୍ତୀ ଦାସ । ଦୀର୍ଘ ସମୟର ଆଲୋଚନା ପରେ ବିଜେଡି ପ୍ରାର୍ଥୀ ଘୋଷଣା କରିଥିଲା ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us