ଆସ୍ଥା ଭୋଟରେ ପାସ୍ ହେଲେ ହେମନ୍ତ ସୋରେନ୍ । ୮୧ରୁ ୪୮ ବିଧାୟକ ଦେଲେ ସମର୍ଥନ । ବିରୋଧୀ ବିଜେପି କଲା ବିଧାନସଭା…

କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ୍ । ଆଜି ବିଧାନସଭାର ବିଶେଷ ଅଧିବେଶନରେ ସୋରେନ୍ ସରକାର ବିଶ୍ୱାସ ମତ ଜିତି ନେଇଛି । ମୋଟ ୮୧ଟି ଭୋଟରୁ ହେମନ୍ତ ସୋରେନ୍ ସରକାରକୁ ୪୮ ଜଣ ବିଧାୟକ ସମର୍ଥନ ଦେଇଛନ୍ତି । ତେବେ ଭୋଟିଂ ସମୟରେ ବିରୋଧୀ ଦଳ ଏହାକୁ…

ପାକିସ୍ତାନକୁ ବିଜୟ ଲକ୍ଷ୍ୟ ୧୮୨ ରନ୍ । ପ୍ରଥମ ଇଂନିସରେ ଟିମ୍ ଇଣ୍ଡିଆ ୧୮୧/୭ । ବିରାଟ କୋହଲିଙ୍କ ଦମଦାର ୬୦ ରନ୍

କନକ ବ୍ୟୁରୋ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠରେ ଖେଳାଯାଉଥିବା ଏସିଆ କପ ସୁପର-୪ ମ୍ୟାଚରେ ପାକିସ୍ତାନ ଆଗରେ ୧୮୨ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ । ଏହି ମ୍ୟାଚରେ ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି କ୍ରମାଗତ ୨ୟ ଅର୍ଦ୍ଧଶତକ ମାରି ଫର୍ମକୁ ଫେରିବାର ସଂକେତ ଦେଇଛନ୍ତି…

ଦୂରସଞ୍ଚାର କ୍ଷେତ୍ରରେ ଜିଓର ୬ ବର୍ଷ ପୂର୍ତ୍ତି । ପ୍ରତି ବ୍ୟକ୍ତିଙ୍କ ଡାଟା ବ୍ୟବହାର ୧୦୦ ଗୁଣ ଅଧିକ ବୃଦ୍ଧି । ଡାଟା…

କନକ ବ୍ୟୁରୋ: ଦୂରସଞ୍ଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ୬ବର୍ଷ ମଧ୍ୟରେ ଦୂରସଞ୍ଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର କ୍ଷେତ୍ରରେ ୧୦୦…

କୁଆଡ଼େ ଗଲେ ନନ୍ଦକିଶୋର? ଚନ୍ଦକା ଡମପଡ଼ା ଅଭୟାରଣ୍ୟରୁ କୁଆଡେ ହୋଇଗଲେ ନିଖୋଜ ।

କନକ ବ୍ୟୁରୋ: ଚନ୍ଦକା ଡମପଡ଼ା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଭିତରେ ପ୍ରତିଦିନ ପ୍ରାୟ ୫ ଖଣ୍ଡ ଗାଁ ବୁଲି ବେପାର କରନ୍ତି ନନ୍ଦକିଶୋର ବେହେରା । ୮ ଦିନ ତଳେ ଅର୍ଥାତ ଗତ ରବିବାର ଦିନ ମଧ୍ୟ ବେପାର ପାଇଁ ଯାଇଥିଲେ, କିନ୍ତୁ ଆଉ ଘରକୁ ଫେରିନାହାନ୍ତି । ଏହାପରେ ଘର ଲୋକ ଖୋଜାଖୋଜି କରି ବିଫଳ ହେବା…

ଓଡିଶାରେ ବଢୁଛି ଆତ୍ମହତ୍ୟା, ଜାତୀୟ ହାରଠାରୁ ଅଧିକ । ବିଚାରପତି, ଅଭିନେତା, ଇଂଜିନିୟରଙ୍କ ଭଳି ଉଚ୍ଚଶିକ୍ଷିତ ମଧ୍ୟ…

କନକ ବ୍ୟୁରୋ: ଓଡିଶାରେ ଉଦବେଗଜନକ ଭାବେ ଆତ୍ମହତ୍ୟା ବଢିବାରେ ଲାଗିଛି । ଏପରି କି ଆତ୍ମହତ୍ୟା ମାମଲାରେ ଜାତୀୟ ହାରଠାରୁ ଓଡିଶା ଆଗରେ ରହିଛି । ଏହାଛଡା କଟକ-ଭୁବନେଶ୍ୱର ଟୁଇନ ସିଟିରେ ଆତ୍ମହତ୍ୟା ବଢିବା ଚିନ୍ତା ବଢାଇ ଦେଇଛି । ଏହାକୁ ନେଇ ପୁଲିସ ଭବନରେ ଆୟୋଜିତ କର୍ମଶାଳାରେ ଆତ୍ମହତ୍ୟାର…

ସରକାରୀ ସ୍ୱାସ୍ଥସେବାକୁ ବଡ଼ ଝଟକା, ସରକାରୀ ଚାକିରିକୁ ପସନ୍ଦ କରୁନାହାନ୍ତି ଡାକ୍ତର । ବଢ଼ୁଛି ଭିଆରଏସ୍ ଆବେଦନ ।

କନକ ବ୍ୟୁରୋ: ଗତ ଦୁଇ ବର୍ଷ ଭିତରେ ରାଜ୍ୟରେ ପ୍ରାୟ ୮୦ ଜଣ ସରକାରୀ ଡାକ୍ତର ନେଇଛନ୍ତି ଭିଆରଏସ ବା ସ୍ୱେଚ୍ଛାକୃତ ଅବସର । ଏହାଛଡା ପ୍ରତିମାସରେ ଆଗୁଆ ଅବସର ନେବା ପାଇଁ ଡାକ୍ତରଙ୍କ ଆବେଦନ ଆସୁଛି । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଦେଇଛି । ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ଗଭୀର ପ୍ରଭାବ…